Advertisment

‘ବାପା ଘରକୁ ଝିଅ ଯାଇପାରିବନି’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଯିବା ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ିକୁ ଅଟକାଇଲା ପୁଲିସ। ଟ୍ରାଫିକ ଛକରେ ପୁଲିସ ତାଙ୍କୁ ଅଟକାଇ ଅଭିଯୋଗ ପ୍ରକୋଷ୍ଠକୁ ନେଇଯାଇଛି। ଏନେଇ ସଂଯୁକ୍ତା ଅସନ୍ତୋଷ ବ୍ୟକ୍ତି କରିଛନ୍ତି।

author-image
Manoj Swain

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଯିବା ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ିକୁ ଅଟକାଇଲା ପୁଲିସ। ଟ୍ରାଫିକ ଛକରେ ପୁଲିସ ତାଙ୍କୁ ଅଟକାଇ ଅଭିଯୋଗ ପ୍ରକୋଷ୍ଠକୁ ନେଇଯାଇଛି। ଏନେଇ ସଂଯୁକ୍ତା ଅସନ୍ତୋଷ ବ୍ୟକ୍ତି କରିଛନ୍ତି। 

Advertisment
Odisha BjD Naveen Patnaik