ବିଜେଡିକୁ ସଂଯୁକ୍ତାଙ୍କ ଭୟ ! | Odisha Reporter
ବିଜେଡ଼ି ଦଳ ପାଇଁ ଦିନରାତି ଏକ କରି କାମ କରୁଥିଲେ । ହେଲେ ଏବେ ଆଉ ପଚାରୁନି ଦଳ। ଶଂଖ ଭବନ ପ୍ରତିଷ୍ଠା ଦିବସରେ କାନ୍ଦି କାନ୍ଦି ବାହାରିଥିଲେ ସଂଯୁକ୍ତା ମହଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାର ବି ବନ୍ଦ କରିଦେଲେ। ଏବେ ବିଜେଡି ମହିଳା କାର୍ଯ୍ୟକାରିଣୀରେ ଭିତରକୁ ଛାଡିଲେନି। ସୁପ୍ରିମୋଙ୍କୁ ଭେଟିବାକୁ ନବୀନ ନିବାସ ଗଲାବେଳେ ବି ଅଟକାଇଲା ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
