Advertisment

ବିଜେଡିକୁ ସଂଯୁକ୍ତାଙ୍କ ଭୟ !

ବିଜେଡ଼ି ଦଳ ପାଇଁ ଦିନରାତି ଏକ କରି କାମ କରୁଥିଲେ । ହେଲେ ଏବେ ଆଉ ପଚାରୁନି ଦଳ। ଶଂଖ ଭବନ ପ୍ରତିଷ୍ଠା ଦିବସରେ କାନ୍ଦି କାନ୍ଦି ବାହାରିଥିଲେ ସଂଯୁକ୍ତା ମହଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାର ବି ବନ୍ଦ କରିଦେଲେ।

Advertisment

ବିଜେଡ଼ି ଦଳ ପାଇଁ ଦିନରାତି ଏକ କରି କାମ କରୁଥିଲେ । ହେଲେ ଏବେ ଆଉ ପଚାରୁନି ଦଳ। ଶଂଖ ଭବନ ପ୍ରତିଷ୍ଠା ଦିବସରେ କାନ୍ଦି କାନ୍ଦି ବାହାରିଥିଲେ ସଂଯୁକ୍ତା ମହଲା । ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାର ବି ବନ୍ଦ କରିଦେଲେ। ଏବେ ବିଜେଡି ମହିଳା କାର୍ଯ୍ୟକାରିଣୀରେ ଭିତରକୁ ଛାଡିଲେନି। ସୁପ୍ରିମୋଙ୍କୁ ଭେଟିବାକୁ ନବୀନ ନିବାସ ଗଲାବେଳେ ବି ଅଟକାଇଲା ପୁଲିସ।

Advertisment
BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe