ସନ୍ଥ କବି କିଏ ? | Odisha Reporter
ବିଜେଡିର ସମ୍ୱଲପୁର ସଭାରେ ଓଡ଼ିଆ ବରପୁତ୍ରଙ୍କୁ ଅପମାନିତ କରାଯାଇଛି। "ସ୍ୱଭାବ କବି" ଗଙ୍ଗାଧର ମେହେରଙ୍କୁ ସନ୍ଥ କବି ଗଙ୍ଗାଧର ମେହେର କହିଲେ ବିଜେଡି ନେତା ଭି.କେ ପାଣ୍ଡିଆନ୍। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
ସନ୍ଥ କବି କିଏ ? | Odisha Reporter
ବିଜେଡିର ସମ୍ୱଲପୁର ସଭାରେ ଓଡ଼ିଆ ବରପୁତ୍ରଙ୍କୁ ଅପମାନିତ କରାଯାଇଛି। "ସ୍ୱଭାବ କବି" ଗଙ୍ଗାଧର ମେହେରଙ୍କୁ ସନ୍ଥ କବି ଗଙ୍ଗାଧର ମେହେର କହିଲେ ବିଜେଡି ନେତା ଭି.କେ ପାଣ୍ଡିଆନ୍। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)