ସନ୍ଥ କବି କିଏ ?

  • Published: Friday, 17 May 2024
  • , Updated: 17 May 2024, 04:45 PM IST

ବିଜେଡିର ସମ୍ୱଲପୁର ସଭାରେ ଓଡ଼ିଆ ବରପୁତ୍ରଙ୍କୁ ଅପମାନିତ କରାଯାଇଛି। "ସ୍ୱଭାବ କବି" ଗଙ୍ଗାଧର ମେହେରଙ୍କୁ ସନ୍ଥ କବି ଗଙ୍ଗାଧର ମେହେର କହିଲେ ବିଜେଡି ନେତା ଭି.କେ ପାଣ୍ଡିଆନ୍। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

 

Related story