Advertisment

ପାଣ୍ଡିଆନ ଲଢ଼ିବେନି ନିର୍ବାଚନ

ନିର୍ବାଚନ ଲଢ଼ିବେନି ଭି. କାର୍ତ୍ତିକେୟ ପାଣ୍ଡିଆନ।

Advertisment

ନିର୍ବାଚନ ଲଢ଼ିବେନି ଭି. କାର୍ତ୍ତିକେୟ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି।

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe