Advertisment

'ଭୋଟ୍ ପାଇଁ ଶାଢ଼ି ନିଅ'

ଭୋଟ୍ ପାଇବା ଆଶାରେ ଶାଢ଼ି ବାଣ୍ଟି ଅପଦସ୍ତ ହେଲେ ବିଜେଡି ନେତା।

author-image
Manoj Swain

ନିର୍ବାଚନ ପାଖେଇ ଆସୁଥିବାବେଳେ ଶାଢ଼ିକୁ ନେଇ ରାଜନୀତି। ଭୋଟ୍ ପାଇବା ଆଶାରେ ଶାଢ଼ି ବାଣ୍ଟି ଅପଦସ୍ତ ହେଲେ ବିଜେଡି ନେତା। ଶସ୍ତା ଶାଢ଼ି ଦେବାରୁ କଡ଼ା କଥା ଶୁଣାଇଲେ ଏସଏଚଜି ମହିଳା। କେତେକ ଜାଗାରେ ନେତାଙ୍କୁ ଡାକି ଫେରାଇଦେଲେ ଶାଢ଼ି। ବଲାଙ୍ଗିରରୁ ଦେଖନ୍ତୁ ଏହି ରିପୋର୍ଟ। 

Advertisment
Odisha BjD Balangir