\'ଭୋଟ୍ ପାଇଁ ଶାଢ଼ି ନିଅ\'... ମୁହାଁମୁହିଁ ବିଜେଡି-ବିଜେପି | Take Sarees for Votes\'... BJD-BJP | OR
Advertisment
ନିର୍ବାଚନ ପାଖେଇ ଆସୁଥିବାବେଳେ ଶାଢ଼ିକୁ ନେଇ ରାଜନୀତି। ଭୋଟ୍ ପାଇବା ଆଶାରେ ଶାଢ଼ି ବାଣ୍ଟି ଅପଦସ୍ତ ହେଲେ ବିଜେଡି ନେତା। ଶସ୍ତା ଶାଢ଼ି ଦେବାରୁ କଡ଼ା କଥା ଶୁଣାଇଲେ ଏସଏଚଜି ମହିଳା। କେତେକ ଜାଗାରେ ନେତାଙ୍କୁ ଡାକି ଫେରାଇଦେଲେ ଶାଢ଼ି। ବଲାଙ୍ଗିରରୁ ଦେଖନ୍ତୁ ଏହି ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us