Advertisment

ବିଜେଡି ନେତାଙ୍କୁ ମୋକିମ୍ ଡର!

କଟକ ମ୍ୟୁନିସିପାଲ ବୈଠକରେ ତୁମୁଳ କାଣ୍ଡ। ବୈଠକ ଆରମ୍ଭରୁ ବିଜେପି କଂଗ୍ରେସର ହୋହଲ୍ଲା। ପରିସ୍ଥିତି ଏମିତି ହେଲା ଯେ ଶେଷରେ ଉଡ଼ିଲା ମୋବାଇଲ୍, ଭାଙ୍ଗିଲା କାଚଗ୍ଲାସ୍। କଟକ ମହାନଗର ନିଗମର ବୈଠକକୁ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଯାହାକୁ ନେଇ ଗର୍ଜିଥିଲେ କଂଗ୍ରେସ କର୍ପୋରେଟର। ସଭା ମଝିକୁ ଆସି ସିଏମସି ମେୟର ସୁବାସ ସିଂଙ୍କୁ ଘୋର ବିରୋଧ କରିବା ସହ ଜବାବ ମଧ୍ୟ ମାଗିଥିଲେ।

BjD Congress Cmc Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe