ଲୋକଙ୍କ ସମସ୍ୟା ନୁହେଁ, ମଉଜମସ୍ତି ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ବିଜେଡି ନେତା-ମନ୍ତ୍ରୀ: ବିଜେପି

ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ କୋକୁଆଭୟ ସୃଷ୍ଟି କରିଛି । ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ଏହି ସଂକ୍ରମଣକୁ ରୋକିବା ଅବା ସମସ୍ୟାର ସମାଧାନ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି ।

BJP Leader

ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା

Ordigital Desk
  • Published: Saturday, 21 October 2023
  • Updated: 21 October 2023, 07:23 PM IST

Sports

Latest News

ରାଜ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ବିଜେଡିର ନେତା-ମନ୍ତ୍ରୀ ଆଖିବୁଜି ଦେଇଛନ୍ତି । ମଉଜମସ୍ତିରେ ମଦମସ୍ତ ଓ ମାଇଣ୍ଡଫ୍ରେସରେ ବ୍ୟଗ୍ର ଅଛନ୍ତି ବିଜେଡିର ସାଂସଦ,ବିଧାୟକ ଓ ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣର କୋକୁଆ ଭୟ ସୃଷ୍ଟି ହୋଇଛି । କିନ୍ତୁ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଉଜମସ୍ତିରେ ବ୍ୟସ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ କୋକୁଆଭୟ ସୃଷ୍ଟି କରିଛି । ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ ଏହି ସଂକ୍ରମଣକୁ ରୋକିବା ଅବା ସମସ୍ୟାର ସମାଧାନ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି । ଯାହାକି ପରିତାପର ବିଷୟ । ଜିଲ୍ଲାର ଶହ ଶହ ଲୋକେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଜୀବନମରଣ ସମସ୍ୟା ଭିତରେ ଗତି କରୁଛନ୍ତି । ଏପରି ସ୍ଥଳେ ମନ୍ତ୍ରୀ ଶ୍ରୀ ନାୟକ କେତେବେଳେ ଡନ୍ ଗୀତ ଗାଇ ନାଛୁଛନ୍ତି ତ କେତେବେଳେ କୱାଲି ଉପରେ ଟଙ୍କା ଉଡ଼ାଉଛନ୍ତି । ଆଉ କେତେବେଳେ ଡାକ୍ତର ଡିଗ୍ରୀ ନଥାଇ ମଧ୍ୟ ଲୋକଙ୍କଠୁ ସିରିଞ୍ଜରେ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

Also Read

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧରେ କେନ୍ଦ୍ରୀୟ ଟିମ୍ ସୁନ୍ଦରଗଡ଼ ଜିଲ୍ଲାକୁ ଆସି ସ୍କ୍ରବ ଟାଇଫସ ସ୍ଥିତିର ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏତେ ବଡ଼ ସ୍କ୍ରବ ଟାଇଫସ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ ନାହିଁ କି ଶ୍ରମ ମନ୍ତ୍ରୀ ମଧ୍ୟ ସାମାନ୍ୟ ଚେଷ୍ଟା କରୁନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ରାଜ୍ୟରେ ବାବୁମାନଙ୍କ ଶାସନ ଚାଲିଛି । ମନ୍ତ୍ରୀ ଓ ବିଧାୟକମାନଙ୍କର ହେକøଣସି ଦାୟିତ୍ୱ ନଥିବାରୁ ସେମାନେ ମଉଜମସ୍ତି ଓ ମାଇଣ୍ଡଫ୍ରେସ୍ କାର୍ଯ୍ୟକ୍ରମରେ ବ୍ୟସ୍ତ କରହିଛନ୍ତି । ଯାହାକି ଅତ୍ୟନ୍ତ ଲଜ୍ୟାଜନକ । କେବଳ ଶ୍ରୀ ନାୟକ ନୁହଁନ୍ତି କିଏ ମହିଳାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱର ଡକାିଲେଣି ତ କିଏ ମହିଳାଙ୍କୁ ଭାଇଜାଗ ନେଇ ଯାଉଛନ୍ତି । ଆଉ କିଏ ଦୁଇଜଣଙ୍କୁ ବାହା ହେବାକୁ ଦୁଇଟି କୋର୍ଟରେ ଆବେଦନ କରିଛନ୍ତି । ଆଉ ଜଣେ ସାଂସଦ ହାୱାଲା ଟଙ୍କା କାରବାରରେ ପ୍ରଚୁର ଅର୍ଥ ସଂଗ୍ରହରେ ବ୍ୟସ୍ତ । ଆଉ ସମସ୍ତ ପ୍ରକାରର କୁତ୍ସିତ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏସବୁ ହେଉଛି ଦୀର୍ଘ ୨୩ବର୍ଷ ଧରି ବିଜେଡି ସରକାରରେ ରହିଥିବା ଦଳର ମନ୍ତ୍ରୀ,ବିଧାୟକ ଓ ସାଂସଦମାନଙ୍କ ଗର୍ବ ଅହଙ୍କାର ଚରମସୀମାରେ ପହଂଚିଲାଣି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story