Advertisment

ପାଣ୍ଡିଆନଙ୍କୁ ଏବେ ବି ଭୟ କରୁଛନ୍ତି ବିଜେଡି ନେତା !

ଦଳର ଏତେବଡ ବିପର୍ଯ୍ୟୟ ପଛର ମହାନାୟକ ସାଜିଥିଲେ ପାଣ୍ଡିଆନ।

author-image
Manoj Swain

ଦଳର ଏତେବଡ ବିପର୍ଯ୍ୟୟ ପଛର ମହାନାୟକ ସାଜିଥିଲେ ପାଣ୍ଡିଆନ। ହେଲେ ତାଙ୍କ ନାଁ ନେବାକୁ ଛାତି ଥରୁଛି। ଏହାକୁ ନେଇ ଦଳ ଏବେ ଦୁଇ ଫାଳ। ଯଦିଓ ପାଣ୍ଡିଆନ ବିଜେଡିର ପରାଜୟ ପରଠାରୁ ଦେଖା ଦେଉ ନାହାନ୍ତି । ହେଲେେ ଶୁଣିବାକୁ ମିଳୁଛି ଏବେ ବି ରହିଛି ତାଙ୍କର ଦବଦବା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Vk Pandian