Advertisment

ପାଣ୍ଡିଆନଙ୍କୁ ଏବେ ବି ଭୟ କରୁଛନ୍ତି ବିଜେଡି ନେତା !

ଦଳର ଏତେବଡ ବିପର୍ଯ୍ୟୟ ପଛର ମହାନାୟକ ସାଜିଥିଲେ ପାଣ୍ଡିଆନ।

Advertisment

ଦଳର ଏତେବଡ ବିପର୍ଯ୍ୟୟ ପଛର ମହାନାୟକ ସାଜିଥିଲେ ପାଣ୍ଡିଆନ। ହେଲେ ତାଙ୍କ ନାଁ ନେବାକୁ ଛାତି ଥରୁଛି। ଏହାକୁ ନେଇ ଦଳ ଏବେ ଦୁଇ ଫାଳ। ଯଦିଓ ପାଣ୍ଡିଆନ ବିଜେଡିର ପରାଜୟ ପରଠାରୁ ଦେଖା ଦେଉ ନାହାନ୍ତି । ହେଲେେ ଶୁଣିବାକୁ ମିଳୁଛି ଏବେ ବି ରହିଛି ତାଙ୍କର ଦବଦବା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe