Advertisment

ସବୁ କଥା କହୁଛନ୍ତି, ପାଣ୍ଡିଆନଙ୍କ ବିଷୟରେ ପଚାରିଲେ...

ପରିବର୍ତ୍ତନକୁ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଅନେକ ବିଜେଡି ନେତା।

author-image
Jitendra Garnayak

ଦିନ ଥିଲା, ନବୀନ ନିବାସ ସାମ୍ନାରେ ସୁରକ୍ଷାକର୍ମୀମାନେ କଡ଼ା ପହରା ଦେଉଥିଲେ। ସେହି କଡ଼ା ସୁରକ୍ଷାକୁ ଭେଦ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା କଷ୍ଟକର ହୋଇପଡୁଥିଲା। କେବଳ ସାଧାରଣ ଜନତା ନୁହେଁ, ନେତା-ମନ୍ତ୍ରୀଙ୍କ ପାଇଁ ବି କଷ୍ଟସାଧ୍ୟ ଥିଲା। ଭଲ କରି ନିଜେ ନେତାଙ୍କ ସହ ଆଲୋଚନା କରିପାରୁନଥିଲେ। କିନ୍ତୁ ଏବେ ନବୀନ ନିବାସ ସାମ୍ନା ଖାଁ ଖାଁ ଲାଗୁଛି। 

Advertisment
BjD Vk Pandian