Advertisment

ସବୁ କଥା କହୁଛନ୍ତି, ପାଣ୍ଡିଆନଙ୍କ ବିଷୟରେ ପଚାରିଲେ...

ପରିବର୍ତ୍ତନକୁ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଅନେକ ବିଜେଡି ନେତା।

Advertisment

ଦିନ ଥିଲା, ନବୀନ ନିବାସ ସାମ୍ନାରେ ସୁରକ୍ଷାକର୍ମୀମାନେ କଡ଼ା ପହରା ଦେଉଥିଲେ। ସେହି କଡ଼ା ସୁରକ୍ଷାକୁ ଭେଦ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା କଷ୍ଟକର ହୋଇପଡୁଥିଲା। କେବଳ ସାଧାରଣ ଜନତା ନୁହେଁ, ନେତା-ମନ୍ତ୍ରୀଙ୍କ ପାଇଁ ବି କଷ୍ଟସାଧ୍ୟ ଥିଲା। ଭଲ କରି ନିଜେ ନେତାଙ୍କ ସହ ଆଲୋଚନା କରିପାରୁନଥିଲେ। କିନ୍ତୁ ଏବେ ନବୀନ ନିବାସ ସାମ୍ନା ଖାଁ ଖାଁ ଲାଗୁଛି। 

Advertisment
Vk Pandian BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe