ବିଜେଡିରେ ଇସ୍ତଫା ପର୍ବ ! | BJD Leaders Resign Over Ticket Denial | Odisha Reporter
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ। ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ। ଜଣେ ଦୃଢ ସଙ୍ଗଠକ ଭାବରେ 2019ରେ ବିଜେଡିରୁ ଟିକଟ ପାଇଁ ଦାବିବାର ଥିଲେ। ଦଳ ମଧ୍ୟ କେଉଁଠି ନା କେଉଁଠି ଏହା ହୃଦବୋଧ କରିଥିଲା। ହେଲେ ଶେଷ ମୁହୂର୍ତ୍ତରେ ମନାଇବାରେ ସଫଳ ହୋଇଥିଲା। ଅମରେନ୍ଦ୍ରଙ୍କୁ କାଜୁ ନିଗମ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା। ତେବେ 2024ରେ ଟିକଟ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଦଳ ଏଥର ବି ଧୋକା ଦେଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
