Advertisment

ମୋଟା ଦରମାରେ ବିଜେଡିର ମିଡିଆ ମ୍ୟାନେଜମେଣ୍ଟ୍!

ଦିଲ୍ଲୀରେ ଭାବମୂର୍ତ୍ତି ସୁଧାରିବାକୁ ପେସାଦାରଙ୍କୁ ନିଯୁକ୍ତି ଦେଇଛି ବିଜେଡି। ଦିଲ୍ଲୀରେ ୫ ଜାତୀୟ ମୁଖପାତ୍ର ଥିବାବେଳେ ଭରସା କଲାନି ବିଜେଡି। ପେସାଦାର ସାମ୍ବାଦିକଙ୍କୁ ମାସିକ ୨ ଲକ୍ଷ ଟଙ୍କାରେ ନିଯୁକ୍ତ କଲା ବିଜେଡି। ନିଯୁକ୍ତି ପତ୍ର ଦେଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ! ପେସାଦାରଙ୍କ ନିଯୁକ୍ତି ବଢ଼ିବା ସାଙ୍ଗକୁ ବଢ଼ୁଛି କି କର୍ପୋରେଟ ରାଜନୀତି?

Naveen Patnaik Odisha Media BjD Voice Of Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe