Advertisment

ଅନ୍ୟ ଦଳରୁ ନେତା ଗୋଟେଇବ ବିଜେଡି!

ଯୁଦ୍ଧା ଆଗରୁ ଧନୁ ଗୋଟାଇବା ଭଳି ନିର୍ବାଚନ ପୂର୍ବରୁ ଖୁବ ଶୀଘ୍ର ବିଜେଡିରେ ନେତା ଗୋଟା ଅଭିଯାନ ଆରମ୍ଭ ହେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ବିଜୁ ଜନତା ଦଳରେ ଗଦାଗଦା ନେତା ଥିଲେ ସୁଦ୍ଧା କିଛି ଅନ୍ୟ ଦଳରୁ ନେତା ଆମଦାନୀ କରାଯିବା ଲାଗି କୁଆଡ଼େ ହୁକ ପକାଯାଉଛି। ସେହି ଦୃଷ୍ଟିରୁ ବିଜେଡିରେ କିଛି କଂଗ୍ରେସିଆ ଏବଂ ବିଜେପି ନେତା ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

author-image
Debendra Prusty

Naveen Patnaik Bjp BjD Odisha Politics Congress