ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ପାଇଁ ସତର୍କ ଘଣ୍ଟି। ଲଗାତାର ସୋର ନିର୍ବାଚନମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡାଙ୍କ ବିରୋଧରେ ବ୍ୟୁହ ରଚିଲେଣି ବିଜେଡିର ଗୋଟିଏ ଗୋଷ୍ଠୀ। ଖାଳି ବ୍ୟୁହ ରଚି ନାହାନ୍ତି, ଜନ ସମ୍ପର୍କ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଉ ମେଳିରେ ସାମିଲ୍ ଥିବା ନେତାମାନେ ବିଧାୟକଙ୍କ ବିରୋଧରେ ଦେଇଛନ୍ତି ରଣହୁଙ୍କାର। ତେବେ ଏହି ପଦଯାତ୍ରାରେ ବାହାନଗା ବ୍ଲକ ଓ ସୋର ବ୍ଲକର ଅନେକ ଲୋକ ସାମିଲ ହୋଇଥିଲେ। ଗତ କିଛି ଦିନ ତଳେ ଶପଥ ଭିଡିଓ ଭାଇରାଲ ହୋଇଥିଲାବେଳେ ଏବେ ପଦଯାତ୍ରା କରି ବିଜେଡିର ଅନ୍ୟ ଏକ ଗୋଷ୍ଠୀ ବିଧାୟକଙ୍କୁ ଖୁଲମଖୁଲା ବିରୋଧ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆଦିବାସୀଙ୍କ ପାଇଁ ଖୁସି ଖବର; ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ଦଳ, କଲା କାଉଣ୍ଟର
ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ବିଜେପି: ବିଜେଡିକୁ ଦେଲା ତା’ରି ଭାଷାରେ ପାଲଟା ଜବାବ
୨୦୨୩ ମସିହାରେ ବିଜେଡି ଶାସନକାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗତକାଲି ଖାରଜ କରିଛନ୍ତି ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।
Politics
ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା; ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ
ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି ଗୃହରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି।