Advertisment

ବିଜେଡି ବିଧାୟକଙ୍କ ବିରୋଧରେ ବିଜେଡିର ଶପଥ

ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ପାଇଁ ସତର୍କ ଘଣ୍ଟି। ଲଗାତାର ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡାଙ୍କ ବିରୋଧରେ ବ୍ୟୁହ ରଚିଲେଣି ବିଜେଡିର ଗୋଟିଏ ଗୋଷ୍ଠୀ।

Advertisment

ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ପାଇଁ ସତର୍କ ଘଣ୍ଟି। ଲଗାତାର ସୋର ନିର୍ବାଚନମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡାଙ୍କ ବିରୋଧରେ ବ୍ୟୁହ ରଚିଲେଣି ବିଜେଡିର ଗୋଟିଏ ଗୋଷ୍ଠୀ। ଖାଳି ବ୍ୟୁହ ରଚି ନାହାନ୍ତି, ଜନ ସମ୍ପର୍କ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଉ ମେଳିରେ ସାମିଲ୍‌ ଥିବା ନେତାମାନେ ବିଧାୟକଙ୍କ ବିରୋଧରେ ଦେଇଛନ୍ତି ରଣହୁଙ୍କାର। ତେବେ ଏହି ପଦଯାତ୍ରାରେ ବାହାନଗା ବ୍ଲକ ଓ ସୋର ବ୍ଲକର ଅନେକ ଲୋକ ସାମିଲ ହୋଇଥିଲେ। ଗତ କିଛି ଦିନ ତଳେ ଶପଥ ଭିଡିଓ ଭାଇରାଲ ହୋଇଥିଲାବେଳେ ଏବେ ପଦଯାତ୍ରା କରି ବିଜେଡିର ଅନ୍ୟ ଏକ ଗୋଷ୍ଠୀ ବିଧାୟକଙ୍କୁ ଖୁଲମଖୁଲା ବିରୋଧ କରିଛନ୍ତି । 

Advertisment
Soro BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe