Advertisment

ବିଶାଳ ଶୋଭାଯାତ୍ରାରେ ଆସିଲେ, ନାମାଙ୍କନପତ୍ର ଦାଖଲ ନ କରି ଫେରିଗଲେ

ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ନାମାଙ୍କନ ଦାଖଲ ନକରି ଫେରିବା ପରେ ଦଳର ଗଣତନ୍ତ୍ର ସହ ଲୁଚକାଳି ଖେଳ ପଦାରେ ପଡ଼ିଛି।

author-image
Manoj Swain

ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଗତକାଲି ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ନକରି ଅଙ୍କିତ ଫେରି ଆସିଥିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Mahanga