ନାମାଙ୍କନ ଭରିବାକୁ ଯାଇ କାହିଁକି ଫେରି ଆସିଲେ ବାପ-ପୁଅ ? | BJD\'s Mahanga MLA candidate Ankit Jena | OR
Advertisment
ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଗତକାଲି ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ନକରି ଅଙ୍କିତ ଫେରି ଆସିଥିଲେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us