Advertisment

ବିବାଦରେ ଚନ୍ଦ୍ର ସାରଥୀ ବେହେରା!

ବିବାଦ ଘେରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା। ବିଧାୟକଙ୍କ ନାଁରେ ଶପଥ ନେଲେ ମିଶନ ଶକ୍ତି ମହିଳା। କାର୍ଯ୍ୟାନୁଷ୍ଠାନ ଦାବି କରି କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା। କେନ୍ଦ୍ର ସରକାର ଦରମା ଦେଉଥିବା ବେଳେ କିପରି ଭାବେ ମିଶନ ଶକ୍ତି ମହିଳା ବିଜେଡ଼ି ବିଧାୟକଙ୍କ ନାଁରେ ଶପଥ ନେଲେ ବୋଲି ପ୍ରଶ୍ନ କରିଛି ବିଜେପି।

author-image
Debendra Prusty

Odisha BjD Bjd Mla Mission Shakti Politics Mission Shakti