Advertisment

ପ୍ରଚାର ବେଳେ ହଟହଟା ହେଲେ ବିଜେଡି ବିଧାୟକ ଦେବୀ ମିଶ୍ର

ପ୍ରଚାର ବେଳେ ବିଜେଡି ନେତାଙ୍କୁ ହିସାବ ମାଗୁଛନ୍ତି ଜନତା।

author-image
Manoj Swain

ପ୍ରଚାର ମୈଦାନରେ ହଟହଟା ହେଲେ ବଡମ୍ୱା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର। ପାଣି ସମସ୍ୟା ନେଇ ଘେରିଲେ ନରସିଂହପୁର ବ୍ଲକ ଚମ୍ପିଶ୍ୱର ପଞ୍ଚାୟତ ଚଷା ବାରବାଟୀ ଗ୍ରାମବାସୀ। ଗରା, ବାଲଟି ରାସ୍ତାରେ ରଖି କଲେ ପ୍ରତିବାଦ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha