ଦେବୀଙ୍କୁ ପାଣି ପିଆଇଲେ ଲୋକେ ! | BJD Leader Debi Mishra | Election Campaign 2024 | Odisha Reporter
Advertisment
ପ୍ରଚାର ମୈଦାନରେ ହଟହଟା ହେଲେ ବଡମ୍ୱା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର। ପାଣି ସମସ୍ୟା ନେଇ ଘେରିଲେ ନରସିଂହପୁର ବ୍ଲକ ଚମ୍ପିଶ୍ୱର ପଞ୍ଚାୟତ ଚଷା ବାରବାଟୀ ଗ୍ରାମବାସୀ। ଗରା, ବାଲଟି ରାସ୍ତାରେ ରଖି କଲେ ପ୍ରତିବାଦ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us