ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ

ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ବିଜେଡି ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି।

Manoj Swain
  • Published: Monday, 20 November 2023
  • Updated: 20 November 2023, 06:22 PM IST

ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ବିଜେଡି ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଉପବାଚସ୍ପତି ହେବା ପରେ ତାଙ୍କ ପାଓ୍ବାର ବଢିଲା ନା ଖସିଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସାମ୍ବିଧାନିକ ପଦବୀ ପାଇଥିବା ଯୋଗୁଁ ଆଉ ଦଳ ପାଇଁ କାମ କରିପାରିବେନି ସାଲୁଗା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos