ପୁଣି ପିନ ମାରିଦେଲେ ସୌମ୍ୟ !

ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଆମର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଅହଙ୍କାରୀଙ୍କ କବଳରେ ରହିଛି ।

Manoj Swain
  • Published: Friday, 01 September 2023
  • Updated: 01 September 2023, 06:43 PM IST

Sports

Latest News

ପ୍ରଚଳିତ ରାଜନୈତିକ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଆମର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଅହଙ୍କାରୀଙ୍କ କବଳରେ ରହିଛି ବୋଲି କହିଛନ୍ତି ସୌମ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos