Advertisment

‘ମହିଳା ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ବାମୀ, ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନ’

ଆଜିକାଲି ରୋକଠୋକ କଥା କହି ଚର୍ଚ୍ଚାରେ ଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଣିଥରେ ହସି ହସି କହିଲେ ଆଉ ହାଲକା କରି ସରକାରଙ୍କୁ ପିନ ମାରିଲେ।

Advertisment

ଆଜିକାଲି ରୋକଠୋକ କଥା କହି ଚର୍ଚ୍ଚାରେ ଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ପୁଣିଥରେ ହସି ହସି କହିଲେ ଆଉ ହାଲକା କରି ସରକାରଙ୍କୁ ପିନ ମାରିଲେ। ବିଜ୍ଞାପନରୁ ଆରମ୍ଭ କଲେ ମହିଳା ସରପଞ୍ଚଙ୍କ ସ୍ବାମୀ ଏବଂ ପାଣ୍ଡିଆନଙ୍କ ପାଖରେ ଶେଷ କଲେ। ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ହେଲା କିନ୍ତୁ ସ୍ତ୍ରୀ ସରପଞ୍ଚ ହେବା ପରେ ସ୍ବାମୀମାନେ ତାଙ୍କ ଅଧିକାର ବ୍ୟବହାର କରୁଛନ୍ତି। ଠିକ ଯେମିତି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନ ବୁଲୁଛନ୍ତି।

Advertisment
Soumya Ranjan Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe