Advertisment

କେନ୍ଦ୍ର ମନ୍ତ୍ରୀଙ୍କୁ ଧମକାଇଲେ, ରାଷ୍ଟ୍ରପତିଙ୍କୁ ବି ବାଦ୍‌ ଦେଲେନି !

କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଧମକାଇଲା ବେଳେ ରାଷ୍ଟ୍ରପତିଙ୍କୁ ଟାଣିଛନ୍ତି ସମ୍ବିତ ରାଉତରାୟ !

Advertisment

କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଧମକାଇଲା ବେଳେ ରାଷ୍ଟ୍ରପତିଙ୍କୁ ଟାଣିଛନ୍ତି ସମ୍ବିତ ରାଉତରାୟ ! ରାଷ୍ଟ୍ରପତି ବିଜୁ ବାବୁଙ୍କ ସଂପର୍କରେ ନ କହିବା ରାଜନୈତିକ, ଭାଷଣ ଲେଖା ହୋଇ ଦିଆଯାଇଥିଲା, ଏକଥା ନ ଲେଖିବା ପାଇଁ କୁହାଯାଇଥିବା କହିଛନ୍ତି ପାରଦୀପ ବିଧାୟକ ସମ୍ବିତ ରାଉତରାୟ। ପାରାଦୀପ ବନ୍ଦର ରାସ୍ତା ଚଉଡ଼ା ପାଇଁ ରାଜ୍ୟ ସରକାର ସହଯୋଗ କରୁନଥିବା କହିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ। କେନ୍ଦ୍ର ମନ୍ତ୍ରୀଙ୍କୁ କଡ଼ା କାଉଣ୍ଟର କରି ବିଧାୟକ ସମ୍ବିତ କହିଥିଲେ, ଆମେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରୀପଦ ନାୟକ ନଥିବେ। ଆମକୁ ଏକ ଘଣ୍ଟା ମଧ୍ୟ ଲାଗିବନି ପାରାଦୀପ ବନ୍ଦରକୁ ଅଚଳ କରିଦେବା ପାଇଁ। 

Advertisment
Sambit Routray BjD Paradeep Port Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe