ଅମର ଅଫିସିଆଲିି ମାନିଲେ ପାଣ୍ଡିଆନ ଆମର ନେତା | Odisha Reporter
ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟ୍ବିଟରେ ପାଣ୍ଡିଆନଙ୍କ ଫଟୋ । ଅଫିସିଆଲି ଅମର ବାବୁ ମାନିନେଲେ ପାଣ୍ଡିଆନ ହେଉଛନ୍ତି ତାଙ୍କର ନେତା। କାରଣ ୨୦୦୦ ମସିହାରୁ ନବୀନଙ୍କ କାର୍ଯ୍ୟ ବନ୍ଦନାରେ ପାଣ୍ଡିଆନଙ୍କ ଫଟୋ କାହିଁକି । ଆଗରୁ ଅମର ତାଙ୍କ ପେଜରେ ସୁଜାତା ରାଜନୀତିକୁ ଆସିଲେ କେମିତ ହେବ ଲେଖାର ରିପୋଷ୍ଟ କରିଥିଲେ। ହେଲେ ତାପରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ସେ ସ୍ପଷ୍ଟୀକରଣ ଦେଇଥିଲେ । ହେଲେ ୨୦୦୦ ମସିହାରୁ ନବୀନଙ୍କ ବିକାଶ ବର୍ଣ୍ଣନାର ଅସଲ ଚିତ୍ର ଦେଖାଇଲା ବିଜେପି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
