Advertisment

ଅମର ଅଫିସିଆଲିି ମାନିଲେ ପାଣ୍ଡିଆନ ଆମର ନେତା

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟ୍ବିଟରେ ପାଣ୍ଡିଆନଙ୍କ ଫଟୋ । ଅଫିସିଆଲି ଅମର ବାବୁ ମାନିନେଲେ ପାଣ୍ଡିଆନ ହେଉଛନ୍ତି ତାଙ୍କର ନେତା। କାରଣ ୨୦୦୦ ମସିହାରୁ ନବୀନଙ୍କ କାର୍ଯ୍ୟ ବନ୍ଦନାରେ ପାଣ୍ଡିଆନଙ୍କ ଫଟୋ କାହିଁକି ।

Advertisment

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟ୍ବିଟରେ ପାଣ୍ଡିଆନଙ୍କ ଫଟୋ । ଅଫିସିଆଲି ଅମର ବାବୁ ମାନିନେଲେ ପାଣ୍ଡିଆନ ହେଉଛନ୍ତି ତାଙ୍କର ନେତା। କାରଣ ୨୦୦୦ ମସିହାରୁ ନବୀନଙ୍କ କାର୍ଯ୍ୟ ବନ୍ଦନାରେ ପାଣ୍ଡିଆନଙ୍କ ଫଟୋ କାହିଁକି । ଆଗରୁ ଅମର ତାଙ୍କ ପେଜରେ ସୁଜାତା ରାଜନୀତିକୁ ଆସିଲେ କେମିତ ହେବ ଲେଖାର ରିପୋଷ୍ଟ କରିଥିଲେ। ହେଲେ ତାପରେ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ସେ ସ୍ପଷ୍ଟୀକରଣ ଦେଇଥିଲେ । ହେଲେ ୨୦୦୦ ମସିହାରୁ ନବୀନଙ୍କ ବିକାଶ ବର୍ଣ୍ଣନାର ଅସଲ ଚିତ୍ର ଦେଖାଇଲା ବିଜେପି ।

Advertisment
Odisha BjD Vk Pandian Amar Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe