Advertisment

ମମତା ମହାନ୍ତଙ୍କୁ ନେଇ ବିଜେଡିରେ କମ୍ପନ

ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା ଲାଗିଛି । ବୁଧବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ ।

ଅଦ୍ୟତନ ହୋଇଛି
Advertisment

ମମତା ମହାନ୍ତଙ୍କୁ ନେଇ ବିଜେଡିରେ କମ୍ପନ। ବିଜେଡିକୁ ବାଏ ବାଏ କରିବା ସହ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ଏବେ ବିଳିବିଳି ହେଲାଣି। କହିବାକୁ ଗଲେ ଦଳକୁ ଘାରିଛି ମମତା ଫାବିଆ। କାଳେ ଅନ୍ୟ ନେତାଙ୍କ ଉପରେ ଏହାର ପ୍ରଭାବ ପଡିବ, ମମତାଙ୍କ ଭଳି ଆଉ କିଛି ନେତା ବିଜେପି ମୁହାଁ ହୋଇଯିବେ ସେହି ଭୟରେ ଦଳ ସମସ୍ତଙ୍କୁ ଏକଜୁଟ କରିବାକୁ କସରତ ଚଳାଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe