ସରକାରୀ ମଞ୍ଚରେ ନବୀନଙ୍କୁ ପ୍ରଶଂସା କଲେ ବିଜେଡି ସାଂସଦ

ପୂର୍ବ ସରକାରର ଗୁଣ ବଖାଣିଥିଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି ।

Manoj Swain
  • Published: Monday, 30 September 2024
  • Updated: 30 September 2024, 09:18 PM IST

Sports

Latest News

ବିଶି ନବୀନଙ୍କ ଲୋକପ୍ରିୟତାକୁ ମନେପକାଇଲେ । ସଙ୍ଗୀତା ଲକ୍ଷ୍ମଣଙ୍କ ଉଦାହରଣ ଦେଇ ସବୁ ଛଡେଇଦେଲେ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉଭୟ ନେତାଙ୍କ ମଧ୍ୟରେ ତୁତୁ...ମେମେ...। ପୂର୍ବ ସରକାରର ଗୁଣ ବଖାଣିଥିଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି । ମଞ୍ଚ ତଳୁ ବିରୋଧ କରିଥିଲେ ବିଜେପି କର୍ମୀ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos