ବିଶି ନବୀନଙ୍କ ଲୋକପ୍ରିୟତାକୁ ମନେପକାଇଲେ । ସଙ୍ଗୀତା ଲକ୍ଷ୍ମଣଙ୍କ ଉଦାହରଣ ଦେଇ ସବୁ ଛଡେଇଦେଲେ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉଭୟ ନେତାଙ୍କ ମଧ୍ୟରେ ତୁତୁ...ମେମେ...। ପୂର୍ବ ସରକାରର ଗୁଣ ବଖାଣିଥିଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି । ମଞ୍ଚ ତଳୁ ବିରୋଧ କରିଥିଲେ ବିଜେପି କର୍ମୀ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିର ପୂର୍ବତନ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କୁ ବିଶ୍ୱସ କରିହେବନି। ଯାହାକୁ ବିଶ୍ୱାସ କରୁଥିବ, ଯାହାକୁ ସାଙ୍ଗରେ ଧରି ବୁଲୁଥିବ ସିଏ ତୁମ ପଛ ପଟେ ଛୁରା ମାରିବ ବୋଲି ଖୋଲା ମଞ୍ଚରେ କହିଛନ୍ତି ରାଜେନ୍ଦ୍ର ସାହୁ।
Politics
ଗଣମାଧ୍ୟମର କଣ୍ଠରୋଧ କରୁଥିଲେ ପୂର୍ବ ସରକାର
ଟିଆରପିରେ ଯେଉଁମାନେ ନମ୍ବର ୧ ସେମାନେ ପାଉଥିଲେ ସବୁଠାରୁ କମ୍ ସରକାରୀ ବିଜ୍ଞାପନ ।
Interview
ପାଣ୍ଡିଆନଙ୍କ ବିଷୟରେ କଣ କହିଲେ ସୁର ରାଉତରାୟ ?
ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ ? ଏ କଥା ଆମକୁ ଖୋଲି କହିଛନ୍ତି ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ।
Politics
ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି
ଶିରୋମଣି ଅକାଳୀ ଦଳର ଜଣେ ନେତା ଆପର ଜଣେ ନେତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
Politics
ଆଜିଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ଯୋଗଦେବେ
ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ।