ବିଶିଙ୍କର ମନେପଡିଲେ ନବୀନସଙ୍ଗୀତା ଶୁଣାଇଲେ ଲକ୍ଷ୍ମଣ ଉପାଖ୍ୟାନ | Odisha Reporter
Advertisment
ବିଶି ନବୀନଙ୍କ ଲୋକପ୍ରିୟତାକୁ ମନେପକାଇଲେ । ସଙ୍ଗୀତା ଲକ୍ଷ୍ମଣଙ୍କ ଉଦାହରଣ ଦେଇ ସବୁ ଛଡେଇଦେଲେ । କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଉଭୟ ନେତାଙ୍କ ମଧ୍ୟରେ ତୁତୁ...ମେମେ...। ପୂର୍ବ ସରକାରର ଗୁଣ ବଖାଣିଥିଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି । ମଞ୍ଚ ତଳୁ ବିରୋଧ କରିଥିଲେ ବିଜେପି କର୍ମୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us