Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଲେ ବିଜେଡି ସାଂସଦ ଭର୍ତ୍ତୃହରି

ସଭାମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫାଉଲ ପରାମର୍ଶ ଦେଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।

author-image
Manoj Swain

ସଭାମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫାଉଲ ପରାମର୍ଶ ଦେଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। କଟକ ସାଂସଦ ପ୍ରଶଂସା କରିବା ସହ ଧର୍ମେନ୍ଦ୍ରଙ୍କ କୌଶଳକୁ ନେଇ ମଧ୍ୟ ତାରିଫ କଲେ । ଅବସର ଥିଲା ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ସଭା । ଯେଉଁଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ଥିଲେ। 

Advertisment
Odisha BjD Bjp Dharmendra Pradhan