ଶୁଣ ଦେଶବାସୀ ଅନ୍ତରରୁ କହୁଛି ବିଜେଡି !

ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଗର୍ଜନ । ମହିଳାମାନଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଉ। ମହିଳା ସଶକ୍ତିକରଣ ପାଇଁ ଏଭଳି ଐତିହାସିକ ପଦକ୍ଷେପ ନିଅନ୍ତୁ ବୋଲି କହିଲେ ସସ୍ମିତ।

Manoj Swain
  • Published: Thursday, 27 July 2023
  • Updated: 27 July 2023, 07:18 PM IST

Sports

Latest News

ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଗର୍ଜନ । ମହିଳାମାନଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଉ। ମହିଳା ସଶକ୍ତିକରଣ ପାଇଁ ଏଭଳି ଐତିହାସିକ ପଦକ୍ଷେପ ନିଅନ୍ତୁ ବୋଲି କହିଲେ ସସ୍ମିତ। ଏ ନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବହୁ ଦିନରୁ ଦାବି କରି ଆସୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos