ଶୁଣ ଦେଶବାସୀ ଅନ୍ତରରୁ କହୁଛି ବିଜେଡି ! | Odisha Reporter
Advertisment
ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଗର୍ଜନ । ମହିଳାମାନଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖାଯାଉ। ମହିଳା ସଶକ୍ତିକରଣ ପାଇଁ ଏଭଳି ଐତିହାସିକ ପଦକ୍ଷେପ ନିଅନ୍ତୁ ବୋଲି କହିଲେ ସସ୍ମିତ। ଏ ନେଇ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବହୁ ଦିନରୁ ଦାବି କରି ଆସୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us