Advertisment

ବର୍ଷିଲେ ବିଜେଡି ସାଂସଦ

ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।

Advertisment

ଜଗନ୍ନାଥଙ୍କ ଜମି ବିକ୍ରି ଅଭିଯୋଗ ନେଇ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ, କେବଳ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ଆଉ କିଛି କାମ ନାହିଁ ବିଜେପି ସରକାରର। ଏଯାଏ ମ୍ୟାନେଜିଂ କମିଟି କରିପାରୁ ନାହାନ୍ତି।  ଯଦି ଜଗନ୍ନାଥଙ୍କ ଜମି ବିକ୍ରି ହୋଇଛି, ତା’ହାଲେ ରାଜସ୍ଵ ବିଭାଗ ରେକର୍ଡ ଯାଞ୍ଚ କରୁନାହାନ୍ତି। 

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe