ଦିଲ୍ଲୀରେ ହାଲୁକା ଗରମ ଏଇଠି ନରମ ବିଜେଡି ! | Odisha Reporter
ରାଜ୍ୟରେ ଏବେ ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେଡି । ନିଟ୍ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିଛି କଂଗ୍ରେସ । ନିଟ୍ ପ୍ରସଙ୍ଗରେ ବିଜେଡି ରାଜ୍ୟ ସଭାରେ ବିରୋଧ କରିଛି । ଓଡ଼ିଶାରେ ବିଜେଡିର ଯୋଜନା ଜୋରଦାର ନୁହେଁ ଗଠନ ମୂଳକ ବିରୋଧ। ଏ ଯାଏଁ ବିରୋଧୀ ଦଳର ନେତା ଭାବେ ଗୋଟିଏ ବି ବିବୃତ୍ତି ଦେଇ ନାହାଁନ୍ତି ନବୀନ । ବିଜେଡିର ମନରେ ପ୍ରବଳ ଇଚ୍ଛା ହେଲେ ଅନ୍ତରରେ ଭରି ରହିଛି କି ଭୟ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
