Advertisment

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ‌ପ୍ରସଙ୍ଗରେ ରାଜ୍ୟ ସଭାରେ ଗର୍ଜିଲା ବିଜେଡି

ନିଟ୍ ପ୍ରସଙ୍ଗରେ ବିଜେଡି ରାଜ୍ୟ ସଭାରେ ବିରୋଧ କରିଛି । ଓଡ଼ିଶାରେ ବିଜେଡିର ଯୋଜନା ଜୋରଦାର ନୁହେଁ ଗଠନ ମୂଳକ ବିରୋଧ। ଏ ଯାଏଁ ବିରୋଧୀ ଦଳର ନେତା ଭାବେ ଗୋଟିଏ ବି ବିବୃତ୍ତି ଦେଇ ନାହାଁନ୍ତି ନବୀନ ।

Advertisment

ରାଜ୍ୟରେ ଏବେ ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେଡି । ନିଟ୍ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଘେରିଛି କଂଗ୍ରେସ । ନିଟ୍ ପ୍ରସଙ୍ଗରେ ବିଜେଡି ରାଜ୍ୟ ସଭାରେ ବିରୋଧ କରିଛି । ଓଡ଼ିଶାରେ ବିଜେଡିର ଯୋଜନା ଜୋରଦାର ନୁହେଁ ଗଠନ ମୂଳକ ବିରୋଧ। ଏ ଯାଏଁ ବିରୋଧୀ ଦଳର ନେତା ଭାବେ ଗୋଟିଏ ବି ବିବୃତ୍ତି ଦେଇ ନାହାଁନ୍ତି ନବୀନ । ବିଜେଡିର ମନରେ ପ୍ରବଳ ଇଚ୍ଛା ହେଲେ ଅନ୍ତରରେ ଭରି ରହିଛି କି ଭୟ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe