Advertisment

ଅଶୋକଙ୍କ ଅହଙ୍କାର ଭାଙ୍ଗିବାକୁ ଲିଟୁଙ୍କ ପ୍ରତିଜ୍ଞା !

ଭୁବନେଶ୍ୱର ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ବିଜେଡି କଳି ନେଉଛି ଉଗ୍ର ରୂପ। ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ପ୍ରବଳ ବିଦ୍ରୋହ ପାଇଁ ଅଟକି ରହିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଭୁବନେଶ୍ୱର ଏକାମ୍ରରେ ମଧ୍ୟ ପ୍ରବଳ ଅସନ୍ତୋଷ। ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି। ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ekamra BjD Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe