ପାଣ୍ଡିଆନଙ୍କୁ କଲେ ଆଟାକ, ଆକ୍ସନ ନେଲା ଦଳ | Odisha Reporter
5T ସଚିବ ଭିକେ ପାଣ୍ଡିଆନଙ୍କୁ ଗୁଡେଇ ତୁଡେଇ ଆଟାକ କଲେ ସୌମ୍ୟ। କେତେବେଳେ ଗସ୍ତ ଖର୍ଚ୍ଚ ୩୦୦ କୋଟି ତ ଆଉ କେତବେଳେ ଟୋଟାଲ୍ ଚନ୍ଦ୍ରଯାନ ଖର୍ଚ୍ଚ ପାର । ମୁଖ୍ୟମନ୍ତ୍ରୀ ଘରେ ବସୁଛନ୍ତି, ପାଣ୍ଡିଆନ ବୁଲୁଛନ୍ତି ଘାଇଁ ଘାଇଁ । ଜ୍ବାଇଁ ପାଣ୍ଡିଆନ୍ ଦୁଇ ଦିନିଆ, ବୋହୂ ଅପରାଜିତା ସବୁଦିନିଆ। ଅଫିସିଆଲ୍ ପ୍ରେସମିଟ ନ କରି ପାରି, ବାଇଟ୍ ଦେଇ ଟ୍ବିଟ୍ କରି ଦଳ ସୁଝାଉଥିଲା ରାଗ । ହେଲେ ଏବେ କଣ ପାଇଁ ଆକ୍ସନ, ନ କହି ହଠାତ ବାହାର କରାଗଲା ଉପସଭାପତି ପଦରୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
