Advertisment

ପାଣ୍ଡିଆନଙ୍କୁ କଲେ ଆଟାକ, ଆକ୍ସନ ନେଲା ଦଳ

5T ସଚିବ ଭିକେ ପାଣ୍ଡିଆନଙ୍କୁ ଗୁଡେଇ ତୁଡେଇ ଆଟାକ କଲେ ସୌମ୍ୟ। କେତେବେଳେ ଗସ୍ତ ଖର୍ଚ୍ଚ ୩୦୦ କୋଟି ତ ଆଉ କେତବେଳେ ଟୋଟାଲ୍ ଚନ୍ଦ୍ରଯାନ ଖର୍ଚ୍ଚ ପାର ।

Advertisment

5T ସଚିବ ଭିକେ ପାଣ୍ଡିଆନଙ୍କୁ ଗୁଡେଇ ତୁଡେଇ ଆଟାକ କଲେ ସୌମ୍ୟ। କେତେବେଳେ ଗସ୍ତ ଖର୍ଚ୍ଚ ୩୦୦ କୋଟି ତ ଆଉ କେତବେଳେ ଟୋଟାଲ୍ ଚନ୍ଦ୍ରଯାନ ଖର୍ଚ୍ଚ ପାର । ମୁଖ୍ୟମନ୍ତ୍ରୀ ଘରେ ବସୁଛନ୍ତି, ପାଣ୍ଡିଆନ ବୁଲୁଛନ୍ତି ଘାଇଁ ଘାଇଁ । ଜ୍ବାଇଁ ପାଣ୍ଡିଆନ୍ ଦୁଇ ଦିନିଆ, ବୋହୂ ଅପରାଜିତା ସବୁଦିନିଆ। ଅଫିସିଆଲ୍ ପ୍ରେସମିଟ ନ କରି ପାରି, ବାଇଟ୍ ଦେଇ ଟ୍ବିଟ୍ କରି ଦଳ ସୁଝାଉଥିଲା ରାଗ । ହେଲେ ଏବେ କଣ ପାଇଁ ଆକ୍ସନ, ନ କହି ହଠାତ ବାହାର କରାଗଲା ଉପସଭାପତି ପଦରୁ।

Advertisment
Odisha BjD Soumya Ranjan Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe