Advertisment

‘ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି, ଏବେ ହୋଟେଲ ଚଲେଇବେ’

ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ।

Advertisment

ପାର୍ଟି ଦୋକାନ ବନ୍ଦ ହୋଇଗଲା। ଏବେ ହୋଟେଲ ଚଲେଇବେ, ଆଉ କ’ଣ କରିବେ। ଏଡେ ବଡ଼ ପ୍ରୋପ୍ରର୍ଟିକୁ କୌଣସି କାମରେ ତ ଲଗାଇବେ। ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି। ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ। ଯଦି ଭଲ ଖାଦ୍ୟ ଦେଉଥିବେ ତା’ହେଲେ ଖାଇଯିବା ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। 

Advertisment
Jaynarayan Mishra BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe