ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପାଞ୍ଚଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ 8ଟି ଆସନରେ ସ୍ବାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ଦେଇଛି ଟିକେଟ। ପୂର୍ବଥର ସ୍ବାମୀ ଜିତିଥିବାବେଳେ ଏଥର ତାଙ୍କୁ ବଦଳାଇ ସ୍ତ୍ରୀଙ୍କୁ ଛିଡ଼ା କରାଯାଇଛି। 2019ରେ ଜିତିବା ପରେ ସ୍ବାମୀଙ୍କ କେଉଁଠି କେମିତି ଅସନ୍ତୋଷ ଥିବାରୁ ଦଳ ଏଭଳି କରିଥିବା ଚର୍ଚ୍ଚା ହେଉଛି। ସେହିପରି କେତେକ ଆଶନରେ ନେତାଙ୍କ ଝିଅ କିମ୍ବ ସଂପର୍କୀୟଙ୍କୁ ଦଳ ଦେଇଛି ଟିକେଟ। ରାୟଗଡ଼ାର ପୂର୍ବତନ ବିଧାୟକ ଅନନ୍ତରାମ ମାଝିଙ୍କ ଝିଅ ଅନସୂୟା ମାଝିଙ୍କୁ ଦଳ ଟିକେଟ ଦେଇଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।