Advertisment

ବିଜେଡି ନେତାଙ୍କ ପରିବାର ଭିତରେ ରହିଯିବ 33% ସଂରକ୍ଷଣ

ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପାଞ୍ଚଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ 8ଟି ଆସନରେ ସ୍ବାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ଦେଇଛି ଟିକେଟ।

author-image
Manoj Swain

ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ପାଞ୍ଚଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ 8ଟି ଆସନରେ ସ୍ବାମୀଙ୍କ ବଦଳରେ ସ୍ତ୍ରୀଙ୍କୁ ଦେଇଛି ଟିକେଟ। ପୂର୍ବଥର ସ୍ବାମୀ ଜିତିଥିବାବେଳେ ଏଥର ତାଙ୍କୁ ବଦଳାଇ ସ୍ତ୍ରୀଙ୍କୁ ଛିଡ଼ା କରାଯାଇଛି। 2019ରେ ଜିତିବା ପରେ ସ୍ବାମୀଙ୍କ କେଉଁଠି କେମିତି ଅସନ୍ତୋଷ ଥିବାରୁ ଦଳ ଏଭଳି କରିଥିବା ଚର୍ଚ୍ଚା ହେଉଛି। ସେହିପରି କେତେକ ଆଶନରେ ନେତାଙ୍କ ଝିଅ କିମ୍ବ ସଂପର୍କୀୟଙ୍କୁ ଦଳ ଦେଇଛି ଟିକେଟ। ରାୟଗଡ଼ାର ପୂର୍ବତନ ବିଧାୟକ ଅନନ୍ତରାମ ମାଝିଙ୍କ ଝିଅ ଅନସୂୟା ମାଝିଙ୍କୁ ଦଳ ଟିକେଟ ଦେଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Politics