ଗୁଗୁଲ ଧରିଲା ବିଜେଡିର ମିଛ ! | Odisha Reporter
ବିଜେଡି 2024 ନିର୍ବାଚନ ବେଳେ ସୋଶାଲ ମିଡିଆରେ ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ? ନିର୍ବାଚନ ଅବଧିରେ ବିଜେଡି ସୋଶାଲ ମିଡିଆରେ ବିଜ୍ଞାପନ ଦେବା ବାବଦରେ 83.03 କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ପାରମ୍ପରିକ ମିଡିଆ-ଟିଭି ଓ ପେପରରେ 47.14 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସୋଶାଲ ମିଡିଆରେ ବିଜ୍ଞାପନ ଦେବାରେ ପ୍ରାୟ ଦୁଇ ଗୁଣ ଖର୍ଚ୍ଚ କରିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
