Advertisment

ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ବିଜେଡି ?

ବିଜେଡି 2024 ନିର୍ବାଚନ ବେଳେ ସୋଶାଲ ମିଡିଆରେ ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ?

ଅଦ୍ୟତନ ହୋଇଛି
Advertisment

ବିଜେଡି 2024 ନିର୍ବାଚନ ବେଳେ ସୋଶାଲ ମିଡିଆରେ ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ? ନିର୍ବାଚନ ଅବଧିରେ ବିଜେଡି ସୋଶାଲ ମିଡିଆରେ ବିଜ୍ଞାପନ ଦେବା ବାବଦରେ 83.03 କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ପାରମ୍ପରିକ ମିଡିଆ-ଟିଭି ଓ ପେପରରେ 47.14 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ସୋଶାଲ ମିଡିଆରେ ବିଜ୍ଞାପନ ଦେବାରେ ପ୍ରାୟ ଦୁଇ ଗୁଣ ଖର୍ଚ୍ଚ କରିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe