Advertisment

କାହିଁକି ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ ?

କାର୍ଯ୍ୟକାଳ ସରିବା ପୂର୍ବରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିଦେଲେ ମମତା ମହାନ୍ତ ।

author-image
Manoj Swain

କାର୍ଯ୍ୟକାଳ ସରିବା ପୂର୍ବରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିଦେଲେ ମମତା ମହାନ୍ତ । ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିକୁ ମଧ୍ୟ ବାଏ ବାଏ କଲେ । ଦଳରେ ଅଲୋଡ଼ା ହୋଇପଡ଼ିଥିଲେ, ଦଳ ତାଙ୍କ ସେବା ଆବଶ୍ୟକ କରୁନଥିଲା। ମମତାଙ୍କ ଇସ୍ତଫା ଘାଟାରେ ବିଜେଡି, ଫାଇଦାରେ ରହିବ ବିଜେପି । ଯଦି ରାଜ୍ୟସଭା ନିର୍ବାଚନ ହୁଏ ତେବେ ବିଜେପି ତାର ସାଂସଦ ପ୍ରାର୍ଥୀ ପଠାଇପାରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Member Of Parliament Rajya Sabha