ବିଜେଡିକୁ ଝଟକା ଦେଲେ, ବିଜେପି ମୁହଁରେ ହସ ଫୁଠାଇଲେ || BJD Rajya Sabha MP Mamata Mohanta || Odisha Reporter
Advertisment
କାର୍ଯ୍ୟକାଳ ସରିବା ପୂର୍ବରୁ ରାଜ୍ୟସଭା ସାଂସଦ ପଦ ଛାଡ଼ିଦେଲେ ମମତା ମହାନ୍ତ । ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିକୁ ମଧ୍ୟ ବାଏ ବାଏ କଲେ । ଦଳରେ ଅଲୋଡ଼ା ହୋଇପଡ଼ିଥିଲେ, ଦଳ ତାଙ୍କ ସେବା ଆବଶ୍ୟକ କରୁନଥିଲା। ମମତାଙ୍କ ଇସ୍ତଫା ଘାଟାରେ ବିଜେଡି, ଫାଇଦାରେ ରହିବ ବିଜେପି । ଯଦି ରାଜ୍ୟସଭା ନିର୍ବାଚନ ହୁଏ ତେବେ ବିଜେପି ତାର ସାଂସଦ ପ୍ରାର୍ଥୀ ପଠାଇପାରେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us