‘ସୌମ୍ୟ ବାବୁଙ୍କୁ କାଢିବା ଠିକ ହେଲାନି’

ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଛି।

ଅଦ୍ୟତନ ହୋଇଛି

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। କହିଲେ, ରାଜନୈତିକ ପରିସ୍ଥିତି ଭଲ ନାହିଁ, ଆଗକୁ କଣ ହେବ କହିହେବ ନାହିଁ, ଏମିତି କେତେ ଅଘଟଣ ଘଟିବ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପଦବୀରୁ ବିଦା କରିବା ଉଚିତ୍ ନଥିଲା ।

BjD Bijoy Mohapatra Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe