Advertisment

'ସୌମ୍ୟବାବୁ ଜଣେ ସ୍ୱାଧୀନଚେତା ବ୍ୟକ୍ତି'

'ସୌମ୍ୟବାବୁ ଜଣେ ସ୍ୱାଭିମାନୀ ଏବଂ ସ୍ୱାଧୀନଚେତା ବ୍ୟକ୍ତି। ଜନସାଧାରଣ, ରାଜ୍ୟ ଓ ଦେଶର ଯେଉଁଥିରେ ଭଲ ହେବ ସେହି ବିଷୟରେ କୁହନ୍ତି ଓ ଲେଖନ୍ତି'

author-image
Manoj Swain

ସୌମ୍ୟବାବୁ ଜଣେ ସ୍ୱାଭିମାନୀ ଏବଂ ସ୍ୱାଧୀନଚେତା ବ୍ୟକ୍ତି। ଜନସାଧାରଣ, ରାଜ୍ୟ ଓ ଦେଶର ଯେଉଁଥିରେ ଭଲ ହେବ ସେହି ବିଷୟରେ କୁହନ୍ତି ଓ ଲେଖନ୍ତି। କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

Advertisment
Odisha Niranjan Patnaik Soumya Ranjan Patnaik